ଭିଡ଼ ମୋଡ଼ Bhiṟḍ̠a moṟḍ̠a
- ଦେ. ବି (ସହଚର) — ଖୁବ୍ ଜନତା — A very thick crowd
- ଦେ. ବି (ସହଚର) — ଖୁବ୍ ଟଣା ଓଟରା — Tight drawing; tugging
- ଦେ. ବି (ସହଚର) — ନିର୍ବନ୍ଧାତିଶୟ — Importune or pressing request
- ଦେ. ବି (ସହଚର) — ଅନ୍ଯୋନ୍ୟରେ ଟଣାଟଣି — Mutual dragging; tug of war
- ଦେ. ବି (ସହଚର) — ବଳ କସାକସି — A mutual test of strength between two contending parties