ଭିଡ଼ କରିବା Bhiṟḍ̠a karibā

  • ଦେ. କ୍ରି — କସି କରି ଟାଣିବା — To draw. tightly
  • ଦେ. କ୍ରି — ଟାଣିବା ନିମନ୍ତେ ବିଶେଷ ପରିଶ୍ରମ ଦରକାର କରିବା (ଯଥା—ଦଳୁଆ ବା ପଙ୍କୁଆ ପୋଖରୀରେ ବଡ଼ ଜାଲ ପକାଇ ତାହା ଟାଣିଲା ବେଳକୁ ତହିଁରେ ପଙ୍କ ଓ ଦଳ ବାଧା ଦେବାରୁ ଜାଲ ଭାରୀ ଭିଡ଼ କରେ) — To require a great force to draw
  • ଦେ. କ୍ରି — ଜିଗର କରିବା; ନିର୍ବନ୍ଧ କରିବା — To press; to importune