ଭିଟା ଉଠେଇବା Bhiṭā uṭheibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ସର୍ବସ୍ୱାନ୍ତ କରି ତାହାକୁ ବାସଭୂମିରୁ ତଡ଼ିଦେବା — To bring about the utter ruin of a person by ousting him from his homestead