ଭାଖିବା Bhākhibā

  • ଦେ. କ୍ରି (ସଂ. ଭାଷ୍ ଧାତୁ) — ଭାଷିବା; କହିବା — To speak; to talk
  • ଦେ. କ୍ରି (ସଂ. ଭାଷ୍ ଧାତୁ) — (ଉ—ଶ୍ରୀହରି ଭାଖି ତୁମ୍ଭେ ମୋ ଆଖି, ଆଖିରେ ହେଳା ସଖି, କାହାର ଦେଖି? ପ୍ରାଚୀ. ରହସ୍ୟମଞ୍ଜରୀ।)