ଭାଗ ଖଜଣା Bhāga khajaṇā

  • ଦେ. ବି (ସଂ. ଭାଗ+ଆ. ଖଜାନା) — ଚାଷୀ ନଗଦ ଖଜଣା ପରିବର୍ତ୍ତରେ ଚାଷଜମିର ଉତ୍ପନ୍ନ ବସ୍ତୁର ଯେଉଁ ଅର୍ଦ୍ଧକ ଜମିଦାରକୁ ଦିଏ — Produce rent (generally half the produce) payable by the cultivator to the land-lord