ଭାଗ ଦେବା Bhāga debā

  • ଦେ. କ୍ରି — ଆପଣାର କୌଣସି ଜମିକୁ ଭାଗ ଚାଷ କରିବା ନିମନ୍ତେ ପ୍ରଜାକୁ ପଟା ଦେବା — To let out one's land to a cultivator on produce-rent
  • ଦେ. କ୍ରି — (ପ୍ରଜା) ଜମିଦାରଙ୍କୁ ଦେୟ ରାଜଭାଗ ତାହାଙ୍କୁ ଦେବା — To deliver half the produce of a holding to the land-owner
  • ଦେ. କ୍ରି — କୌଣସି ସମ୍ପତ୍ତିରୁ କାହାରିକୁ ଅଂଶ ବା ହିଂସା ଦେବା — To allow a person to take a share from any property