ଭାଗ କରିବା Bhāga karibā

  • ଦେ. କ୍ରି — କୌଣସି ପଦାର୍ଥକୁ ଭିନ୍ନ ଭିନ୍ନ ଅଂଶରେ ପୃଥକ୍ କରିବା — To divide a thing in to parts or sharee
  • ଦେ. କ୍ରି — ବଣ୍ଟରା କରିବା — To partition
  • ଦେ. କ୍ରି — (ଗଣିତ) ହରଣ କରିବା — (arithmetic) To divide
  • ଦେ. କ୍ରି — ଭାଗ ଚଷିବା— (ଦେଖ) — Bhāga chashibā (See)