ଭାଗ ଚଷିବା Bhāga chashibā

  • ଦେ. କ୍ରି — କ୍ଷେତ୍ରସ୍ୱାମୀଙ୍କୁ ଉତ୍ପନ୍ନ ବସ୍ତୁର ଅର୍ଦ୍ଧେକ ଦେବା ଚୁକ୍ତିରେ ତାହାର ଜମିକୁ ଚାଷ କରିବା — To cultivate a land on stipulation of paying half the produce. to the land-lord