ଭାଖା Bhākhā

  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — ମନର ଭାବକୁ ମୁହଁ ଦ୍ୱାରା ପ୍ରକାଶ କରିବା — Form assumed by a thought when expressed in speech
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — ଭାଷା — Language
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — (ଉ—ଅତି ଯତନେ ପାଟ ମୁଦି ଥୋଇଲା, କହି ମଧୁର ମୃଦୁ ଭାଖା। ଶିଶୁଶଙ୍କର. ଉଷା ଅଭିଳାଷ।)
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — କୌଣସି ଦେଶରେ କୁହାଯାଉ ଥିବା ଭାଷା — The vernacular language of a country
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — ମୁହଁର କଥା — Speech
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — (ଉ— ଏକ ଲେଖାକୁ ସହସ୍ରେ ଭାଖା ସରି ନୁହେଁ। ଢଗ।)
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — ବାକ୍ୟ — Words
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — ପ୍ରାଦେଶିକ ଭାଷା; ଉପଭାଷା; ଏକ ଭାଷାର ଦେଶାଂଶ ପ୍ରଚଳିତ ଆକାର; ସ୍ଥାନୀୟ ବୋଲି — Dialect; dialectical form of a language
  • ଦେ. ବି. (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ) — (ଉ—ନଈକେ ବାଙ୍କା, ଦେଶକେ ଭାଖା। ଢଗ।)
  • ବିଣ — କଥିତ — Spoken; uttered
  • ବିଣ — [ଦ୍ର— ଉତ୍ତର ଭାରତରେ ମୂର୍ଦ୍ଧନ୍ୟ 'ଷ' କୁ 'ଖ' ପରି ଉଚ୍ଚାରଣ କରନ୍ତି; ଯଥା—ପାଷାଣ=ପାଖାନ, ପାଷଣ୍ଡ=ପାଖଣ୍ଡ ବରଷା=ବରଖା, ଏ ସମ୍ପର୍କରେ ସଂ. 'କ୍ଷ' (କ+ଷ) ପ୍ରା. 'କ୍ଖ' (କ+ଖ) ସଙ୍ଗେ ତୁଳନୀୟ; ଯଥା—ସଂ. କକ୍ଷ=ପ୍ରା. କକ୍ଖ, ସଂ. ଅକ୍ଷର= ପ୍ରା. ଅକ୍ଖର, ସଂ. ଅକ୍ଷି= ପ୍ରା. ଅକ୍ଖି।]