ଭରିଣାକୁ Bhariṇāku

  • ଦେ. କ୍ରି. ବିଣ — ଯୁମିଲାକୁ; କୌଣସି ହିସାବ ପୂର୍ଣ୍ଣ ହେବା ନିମନ୍ତେ — Towards an account
  • ଦେ. କ୍ରି. ବିଣ — (ଯଥା—ମୋର ଦେଣା ଭରିଣାକୁ ମୁଁ ମହାଜନଙ୍କୁ ଆଜି ଟ 25 ଦେଲି।) — (ଯଥା—ମୋର ଦେଣା ଭରିଣାକୁ ମୁଁ ମହାଜନଙ୍କୁ ଆଜି ଟ25ଦେଲି)