ଭରାଭରି Bharābhari

  • ଦେ. ବିଣ (ସଂ. ଭୃ ଧାତୁ, ଭରିତ) — ଭର୍ପୂର୍; ପରିପୂରିତ — Completely full; filled up to the brim
  • ଦେ. ବିଣ (ସଂ. ଭୃ ଧାତୁ, ଭରିତ) — ବହୁ ବ୍ଯକ୍ତିଙ୍କ ଦ୍ୱାରା ପୂର୍ଣ୍ଣ — Throunged; crowd
  • ଦେ. ବି — ପରିପୂର୍ଣ୍ଣ ଅବସ୍ଥା — The state of being full
  • ଦେ. ବି — ଭିଡ଼; ଜନତା — A crowd
  • ଦେ. କ୍ରି. ବିଣ — ପରିପୂର୍ଣ୍ଣ ରୂପେ — Fully
  • ଦେ. କ୍ରି. ବିଣ — (ଯଥା— ନଈ ଭରାଭର ବଢ଼ିଛି।)