ଭରାଣ୍ଡି Bharāṇḍi
- ଦେ. ବି(ସଂ. ଭୃ ଧାତୁ) — ଢିଙ୍କି ମୁଣ୍ଡରେ ଭୂମିରେ ଥିବା ଗାତ (ଯହିଁରେ କୁଟା ହେବା ଜିନିସ ଭରିବାକୁ ହୁଏ ଏବଂ ଯାହା ମଧ୍ୟରେ ଢିଙ୍କିରେ ମୂଷଳ ପଶେ) — The receiving hole in the ground on which the pestle of a Dhiṇki pounds the grains
- ଦେ. ବି(ସଂ. ଭୃ ଧାତୁ) — (ଉ—ଭଣ୍ଡାରି ଭରାଣ୍ଡିରେ ବିରାଡ଼ି ବିଗାଡ଼ିଲା—ଶିଶୁବଚନ।)