ଭରି Bhari

  • ଦେ. ବି (ସଂ. ଭୁରି) — ସ୍ୱର୍ଣ୍ଣାଦିର ଓଜନର ପରିମାଣ ବିଶେଷ; ତୋଳା; ଏକ ଟଙ୍କାର ଓଜନ — A weight of metals and gems; one Tola
  • ଦେ. ବି (ସଂ. ଭୁରି) — [ଦ୍ର— 1 ଭରି= 10 ମସା= 80 ଭରି= 320 ଧାନ] — [ଦ୍ର—1ଭରି=10ମସା=80ଭରି=320ଧାନ]
  • ଦେ. ବିଣ—(ସଂ. ଭରିତ) — ପୂର୍ଣ୍ଣ — Full; filled up
  • ଦେ. କ୍ରି. ବିଣ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଯଥା—ରାତି ଭରି; ଦିନଭରି) ଯାକ; ତମାମ୍ — Throughout
  • ଦେ. କ୍ରି. ବିଣ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଯଥା—ରାତି ଭରି; ଦିନଭରି) ପୂର୍ଣ୍ଣରୂପେ — Fully
  • ଦେ. କ୍ରି. ବିଣ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଯଥା—ରାତି ଭରି; ଦିନଭରି) ପୂର୍ଣ୍ଣକରି (ଯଥା— ପେଟଭରି ଖାଇବ) — By filling up
  • ପ୍ରାଦେ. (ସିଂହଭୁମ) ବି — ଏକ ଗାଡ଼ିରେ ବୋଝାଇ ହେବା ପରିମିତ ଜିନିସ — A cartload of articles