ଭରାଇବା Bharāibā
- ଦେ. କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ) — ପୂର୍ଣ୍ଣ କରାଇବା — To cause to be filled up
- ଦେ. କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ) — ପୂର୍ଣ୍ଣ ହେବା — To be filled up
- ଦେ. କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ) — ପିନ୍ଧାଇବା — To cause to wear or put on
- ଦେ. କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ) — (ଉ— ସନାଦ କିଙ୍କିଣୀ କଟିତଟେ ପୁଣି ଜୀବ ଥିଲେ ଭରାଇବି—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।)
- ଦେ. କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ) — ସମ୍ଭାଇବା — To suffice; to be contained
- ଦେ. କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ) — (ଯଥା—ଏ ଘୁମରେ ମହଣେ ଚାଉଳ ଭରେଇବ ନାହିଁ।)