ଭରିଣା Bhariṇā
- ଦେ. ବି. (ସଂ. ଭରଣ) — ପୂର୍ତ୍ତି — Filling up
- ଦେ. ବି. (ସଂ. ଭରଣ) — ପୂର୍ଣ୍ଣତା — Fullness
- ଦେ. ବି. (ସଂ. ଭରଣ) — କୌଣସି ପାତ୍ର ପୂର୍ଣ୍ଣ ହେବା ନିମନ୍ତେ ଆବଶ୍ୟକ ପଦାର୍ଥର ପରିମାଣ — Quantity required to fill up receptacle; supplement
- ଦେ. ବି. (ସଂ. ଭରଣ) — କ୍ଷତିପୂରଣ — Compensation