ଭରୁ Bharu

  • ସଂ. ବି—(ଭୃ ଧାତୁ+କର୍ତ୍ତୃ. ଉ) — ବିଷ୍ଣୁ — Bishṇu
  • ସଂ. ବି—(ଭୃ ଧାତୁ+କର୍ତ୍ତୃ. ଉ) — ଶିବ — Ṡiba
  • ସଂ. ବି—(ଭୃ ଧାତୁ+କର୍ତ୍ତୃ. ଉ) — ସମୁଦ୍ର — Sea
  • ସଂ. ବି—(ଭୃ ଧାତୁ+କର୍ତ୍ତୃ. ଉ) — ସ୍ୱାମୀ — Master
  • ସଂ. ବି—(ଭୃ ଧାତୁ+କର୍ତ୍ତୃ. ଉ) — (+ କରଣ ଉ) ସ୍ୱର୍ଣ୍ଣ — 3, Gold