ଭଟ୍ଟାର Bhaṭṭāra
- ସଂ. ବିଣ. ପୁଂ (ଭଟ୍ଟ=ସ୍ୱାମିତ୍ୱ+ଋ ଧାତୁ=ପାଇବା+କର୍ତ୍ତୃ. ଅ) — ମାନନୀୟ; ମାନ୍ୟ — Respectable
- ସଂ. ବିଣ. ପୁଂ (ଭଟ୍ଟ=ସ୍ୱାମିତ୍ୱ+ଋ ଧାତୁ=ପାଇବା+କର୍ତ୍ତୃ. ଅ) — ପୂଜ୍ୟ — Worshippable; adorable
- ସଂ. ବି — ଉଚ୍ଚମନା ବା ଉଦାରମନା ପ୍ରଭୁ — A noble lord (Apte)
- ସଂ. ବି — [ଦ୍ର—ବିଦ୍ୱାନ୍ ବ୍ୟକ୍ତିମାନଙ୍କ ନାମ ପୂର୍ବେ ଏହା ସମ୍ମାନସୂଚକ ଉପାଧିରୂପେ ବ୍ୟବହୃତ ହୁଏ — Apte]