ଭଟ୍ଟାରକ Bhaṭṭāraka
- ସଂ. ବି. ପୁଂ (ଭଟ୍ଟାର+କ) — ଋଷି; ମୁନି — Sage
- ସଂ. ବି. ପୁଂ (ଭଟ୍ଟାର+କ) — ପଣ୍ଡିତ; ଦାର୍ଶନିକ — A learned man; a philosopher
- ସଂ. ବି. ପୁଂ (ଭଟ୍ଟାର+କ) — (ନାଟକରେ) ରାଜା — (In drama) A king
- ସଂ. ବି. ପୁଂ (ଭଟ୍ଟାର+କ) — ସୂର୍ଯ୍ୟ — The sun
- ସଂ. ବି. ପୁଂ (ଭଟ୍ଟାର+କ) — ଦେବତା — Deity
- ବିଣ — ମାନନୀୟ; ପୂଜନୀୟ — Respectable; worshipful; venerable
- ବିଣ — [ଦ୍ର—ଏ ଶବ୍ଦ ପଣ୍ଡିତ ଓ ମହାପୁରୁଷମାନଙ୍କ ନାମ ପୂର୍ବରେ ସମ୍ମାନସୂଚକ ଉପାଧିରୂପେ ବ୍ୟବହୃତ ହୁଏ — Apte