ଭଟ୍ଟ Bhaṭṭa
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ବଂଶ— ଚରିତ କୀର୍ତ୍ତନକାରୀ; ଭାଟ; ସ୍ତୁତିପାଠକ — Panegyrist; bard
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ଗୋଟିଏ ବେଦକୁ ଆଦ୍ୟନ୍ତ କଣ୍ଠସ୍ଥ କରିଥିବା ବ୍ରାହ୍ମଣ — A Brāhmaṇa who has got by heart a whole Veda
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ପଣ୍ଡିତ — A Paṇḍita
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ଅଧ୍ୟାପକ — A teacher
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ଦର୍ଶନଶାସ୍ତ୍ରବେତ୍ତା — A philosopher
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ସ୍ୱାମିତ୍ୱ — Mastery
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ଯୋଦ୍ଧା — Warrior
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — (ଉ—ଉଦ୍ୟମ କଲା ସେ ରାଜନ, ସଙ୍ଗେ ଦୁର୍ଜ୍ଜୟ ଭଟ୍ଟମାନ—ଜଗନ୍ନାଥ. ଭାଗବତ)
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ସ୍ୱାମୀ; ପ୍ରଭୁ — Lord; master
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — [ଦ୍ର—ରାଜା ମାନଙ୍କ ପ୍ରତି ସମ୍ବୋଧନରେ ନାଟକାଦିରେ ଏ ଶଦ୍ଦ ବ୍ୟବହୃତ ହୁଏ — Apte.]
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ବିଦ୍ୱାନ୍ ବ୍ରାହ୍ମଣଙ୍କ ନାମ ସଙ୍ଗେ ବ୍ୟବହୃତ ଉପାଧିବିଶେଷ — A title used with the name of a learned Brāhmaṇa (Apte)
- ସଂ. ବି. ପୁଂ (ଭଟ୍ ଧାତୁ=କହିବା+କର୍ତ୍ତୃ. ତ) — ଭାଟ ନାମକ ମିଶ୍ର ଜାତି — A mixed caste whose occupation is that of bards or panegyrist (Apte)