ଭଟ୍ଟିନୀ Bhaṭṭinī

  • ସଂ. ବି. ସ୍ତ୍ରୀ—(ଭଟ୍ଟ=ସ୍ୱାମିତ୍ୱ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ରାଣୀ; ପଟ୍ଟମହାଦେବୀଙ୍କ ଛଡ଼ା ଅନ୍ୟ ରାଣୀ; ଅକୃତାଭିଷେକା ମହିଷୀ — A queen (not crowned); a princess (Apte)
  • ସଂ. ବି. ସ୍ତ୍ରୀ—(ଭଟ୍ଟ=ସ୍ୱାମିତ୍ୱ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — [ଦ୍ର— ନାଟକରେ ଦାସୀମାନେ ଏହି ବାକ୍ୟ ଦ୍ୱାରା ରାଣୀଙ୍କୁ ସମ୍ବୋଧନ କରନ୍ତି।]
  • ସଂ. ବି. ସ୍ତ୍ରୀ—(ଭଟ୍ଟ=ସ୍ୱାମିତ୍ୱ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ଉଚ୍ଚବଂଶୀୟା ସ୍ତ୍ରୀ — A noble lady; a lady of high rank (Apte)
  • ସଂ. ବି. ସ୍ତ୍ରୀ—(ଭଟ୍ଟ=ସ୍ୱାମିତ୍ୱ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ବ୍ରାହ୍ମଣୀ — The wife of a Brāhmaṇa (Apte)