ଭଟ୍ଟାରିକା Bhaṭṭārikā

  • ଦେ. ବି — ଓଡ଼ିଆ ଗଡ଼ଜାତ ବଡ଼ମ୍ବାରାଜ୍ୟସ୍ଥ ମହାନଦୀ କୂଳରେ ପ୍ରତିଷ୍ଠିତା ଦୁର୍ଗା ଠାକୁରାଣୀ — The name of an idol of Durga on the bank of the Mahānadī in the feudatory State of Baṟḍ̠ambā in Orissa
  • ଦେ. ବି — [ଦ୍ର—ମହାନଦୀରେ ନାଉରିମାନଙ୍କର ଡଙ୍ଗା ନିରାପଦରେ ଯିବା ପାଇଁ ନାଉରିମାନେ ଏ ଦେବୀଙ୍କୁ ପୂଜା ଓ ବଳି ମନାସି ଥାନ୍ତି; ଭଟ୍ଟାରିକା ଶଦ୍ଦର ପ୍ରକୃତି ପ୍ରତ୍ୟୟ ଅନୁସାରେ ଅର୍ଥ (ଭଟ୍ ଧାତୁ) ପୋଷଣ ବା ରକ୍ଷାକାରିଣୀ ଅଟେ।]
  • ଦେ. ବି — [ଉ—ବସନ୍ତି ଉତ୍ତରତଟେ ଭଟ୍ଟାରିକା—ରାଧାନାଥ. ନନ୍ଦିକେଶ୍ୱରୀ।]
  • ସଂ. ବି. ଓ ବିଣ. (ଭଟ୍ଟାରକ+ ସ୍ତ୍ରୀ. ଆ) — ଭଟ୍ଟାରକର ସ୍ତ୍ରୀଲିଙ୍ଗ — Feminine of Bhattāraka
  • ସଂ. ବି. ସ୍ତ୍ରୀ — ଉଦାରହୃଦୟା ବା ଉଚ୍ଚବଂଶୀୟା ସ୍ତ୍ରୀ — A noble lady (Apte)
  • ସଂ. ବି. ସ୍ତ୍ରୀ — କୌଣସି ସ୍ଥାନର ରକ୍ଷୟିତ୍ରୀ ଦେବୀ — A tutelary deity (Apte)