ଭକ୍ଷିବା Bhakshibā

  • ଦେ. (ପଦ୍ୟ) କ୍ରି. (ସଂ. ଭକ୍ଷ୍ ଧାତୁ) — ଖାଇବା — To eat
  • ଦେ. (ପଦ୍ୟ) କ୍ରି. (ସଂ. ଭକ୍ଷ୍ ଧାତୁ) — [ଉ—ନାନାଜାତିର ଭକ୍ଷ୍ୟମାନଙ୍କୁ ଭକ୍ଷିଲେ—କୃଷ୍ଣସିଂହ. ମହାଭାରତ. ଆଦି।]