ଭକ୍ଷାଣୀ Bhakshāṡī

  • ଦେ. ବି — ଭୋଜନପ୍ରିୟ — Food of eating; voracious
  • ଦେ. ବି — [ଉ—ଦ୍ୱିଜମାନେ ତ ଅଟନ୍ତି ଭକ୍ଷାଣୀ—କୃଷ୍ଣସିଂହ. ମହାଭାରତ. ସଭା।]
  • ଦେ. ବି — ଭୋଜନାର୍ଥୀ — Desirous of taking a meal