ଭକ୍ଷୟିତବ୍ୟ Bhakshayitabya

  • ସଂ. ବିଣ. (ଭକ୍ଷ୍ ଧାତୁ+କର୍ମ. ତବ୍ୟ) — ଭକ୍ଷଣ— ଯୋଗ୍ୟ; ଭକ୍ଷ୍ୟ; ଭକ୍ଷଣୀୟ — Edible
  • ସଂ. ବିଣ. (ଭକ୍ଷ୍ ଧାତୁ+କର୍ମ. ତବ୍ୟ) — ଯାହା ଖିଆଯିବ — To be eaten