ଭକ୍ଷିତବ୍ୟ Bhakshitabya

  • ଦେ. ବିଣ (ସଂ. ଭକ୍ଷୟିତବ୍ୟ) — ଭକ୍ଷୟିତବ୍ୟ (ଦେଖ) — Bhakshayitabya (See)
  • ଦେ. ବିଣ (ସଂ. ଭକ୍ଷୟିତବ୍ୟ) — [ଦ୍ର—ମନିଅର୍ ୱିଲିଆମ୍ସଙ୍କ ଇଂରାଜୀ ଅକ୍ଷରରେ ମୁଦ୍ରିତ ସଂସ୍କୃତ କୋଷରେ ଓ ଆପ୍ତେଙ୍କ କୋଷରେ 'ଭକ୍ଷୟିତବ୍ୟ, ଭକ୍ଷ୍ୟ' ଶବ୍ଦ ଅଛି; କିନ୍ତୁ 'ଭକ୍ଷିତବ୍ୟ' ରୂପ ନାହିଁ। ସଂସ୍କୃତରେ ଭକ୍ଷିତବ୍ୟ ଶବ୍ଦର ବ୍ୟବହାର ମିଳୁନାହିଁ।]