ଭକ୍ଷ୍ୟ ଭୋଜନ Bhakshya bhojana
- ସଂ. ବି — ଭକ୍ଷ୍ୟଦ୍ରବ୍ୟ ଖାଇବା — Taking of proper food
- ଦେ. ବି — ଉପବାସାଦିରେ ଆପଣାର କୁଟୁମ୍ବ ଓ ବନ୍ଧୁମାନଙ୍କୁ ଖାଇବାକୁ ଦେବା — Feeding of one's kinsmen and relatives on ceremonial occasions
- ଦେ. ବି — ଜାତି ଭାତ — Caste dinner
- ଦେ. ବି — ସାମାଜିକ ଅନୁଷ୍ଠାନରେ ପରସ୍ପରଙ୍କ ଘରେ ଅନ୍ନଭୋଜନରୂପ ସମ୍ପର୍କ — The relationship between two persons of the same caste dining at each other's house on ceremonial feasts