ଭକ୍ଷ୍ୟ ଦ୍ରବ୍ୟ Bhakshya drabya

  • ସଂ. ବି. (କର୍ମଧା; ଭକ୍ଷ୍ୟ+ଦ୍ରବ୍ୟ) — ଖାଦ୍ୟଦ୍ରବ୍ୟ — Food
  • ସଂ. ବି. (କର୍ମଧା; ଭକ୍ଷ୍ୟ+ଦ୍ରବ୍ୟ) — ଭୋଜନସାମଗ୍ରୀ — Victuals
  • ସଂ. ବି. (କର୍ମଧା; ଭକ୍ଷ୍ୟ+ଦ୍ରବ୍ୟ) — ଭୋଜ୍ୟଦ୍ରବ୍ୟ — Proper food