ବଡ଼ବାବୁ Baṟḍ̠abābu

  • ଦେ. ବି. — କୌଣସି କାର୍ଯ୍ୟାଳୟ ବା ଅଫିସରେ ଥିବା ଦେଶୀୟ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଧାନ କର୍ମଚାରୀ ବା ମେନେଜର — The Indian head of an office or workshop
  • ଦେ. ବି. — ଜ୍ଯେଷ୍ଠ ପିତୃବ୍ୟ; ଦଦେଇ — Father's elder brother
  • ଦେ. ବି. — ବଡ଼ବାବୁ ଭୀଷ୍ମକୁ ଘେନିତ ମୁଁ ଥିବି। କୃଷ୍ଣସିଂହ ମହାଭାରତ ସଭା ।