ବଡ଼ବଡ଼ୁଆ ଡ଼ାକ Baṟḍ̠a baṟḍ̠uā dāka

  • ଦେ. ବି. — କାର୍ତ୍ତିକ ଅମାବାସ୍ୟାରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଲୋକ ପ୍ରଦର୍ଶନ — Offering of light to the deceased ancestors on the newmoon day of Kārttika
  • ଦେ. ବି. — [ଦ୍ର—ଏହି ସମୟରେ କାଉଁରିଆ ବିଡ଼ା ଜାଳି ଉପରକୁ ଟେକି ଧରି ପୂର୍ବପୁରୁଷମାନଙ୍କୁ ସମ୍ବୋଧନ କରି ଡାକ ଦିଆଯାଏ। ସେହି ଡାକ—"ବଡ଼ବଡ଼ୁଆ ହେ। ଅନ୍ଧାରରେ ଆସି ଆଲୁଅରେ ଯାଅ ବାଇଶି ପାହାଚରେ ମହାପ୍ରସାଦ ଖାଇ ଗଡ଼ଗଡ଼ାଉ ଥାଅ"]