ବଡ଼ବାହୃତ Baṟḍ̠abāhṛuta

  • ସଂ. ବି. ପୁଂ. — 3 ୟା ତତ୍; ବଡ଼ବା +ଆହୃତ) (ହିନ୍ଦୁସ୍ମୃତି) 15 ପ୍ରକାର ଦାସ ମଧ୍ୟରୁ ଏକତମ ଯେଉଁ ବ୍ୟକ୍ତି ଦାସୀ ସହିତ ବିବାହ କରିବା ଦ୍ୱାରା ଦାସୀର ମାଲିକଙ୍କ ଦାସ ରୂପେ ଗଣ୍ୟ ହୁଏ — 3ୟା ତତ୍; ବଡ଼ବା +ଆହୃତ) (ହିନ୍ଦୁସ୍ମୃତି)15ପ୍ରକାର ଦାସ ମଧ୍ୟରୁ ଏକତମ ଯେଉଁ ବ୍ୟକ୍ତି ଦାସୀ ସହିତ ବିବାହ କରିବା ଦ୍ୱାରା ଦାସୀର ମାଲିକଙ୍କ ଦାସ ରୂପେ ଗଣ୍ୟ ହୁଏ—(Hindu law) a person who be- comes a slave by marrying one's maid servant