ବଡ଼ଭି Baṟḍ̠abhi
- ସଂ. ବି. (ବଳ୍ ଧାତୁ=ଆବୃତ କରିବା+କର୍ତ୍ତୃ ଅଭ+ ଇ, ଈ) — ଚନ୍ଦ୍ରଶାଳା — A room on the roof of a pucca house
- ସଂ. ବି. (ବଳ୍ ଧାତୁ=ଆବୃତ କରିବା+କର୍ତ୍ତୃ ଅଭ+ ଇ, ଈ) — କୋଠାର ଛାତ ଉପରେ ରଚିତ ଚାନ୍ଦୁଆ ବା ଚାଳ — Thatch or awning spread over the roof of a building
- ଦେ. ବି. (ସଂ. ବଡ଼୍ର+ଭୀ) — ବିଶେଷ ଭୟ — Great fear
- ଦେ. ବି. (ସଂ. ବଡ଼୍ର+ଭୀ) — ବଡ଼ଭୀକି ଉଠି ଯାଉଁ ଦୁଷ୍ଟ ବଡ଼ଭୀରେ ସୀତା କଲେ ପୃଷ୍ଠ। ଭଞ୍ଜ, ବୈଦେହୀଶବିଳାସ।