ବଡ଼ବର Baṟḍ̠abara

  • ପ୍ରାଦେ. (ଗଡ଼ଜାତ)ବି — ଶଗଡ଼ିଆ—ବଳଦଙ୍କୁ ବାଟରେ ଖୁଆଇବା ପାଇଁ ବହୁତ ପାଳକୁ ଅଳ୍ପକରେ ନେବା ପାଇଁ ପାଳରେ ବନାଯାଇ ଥିବା ମୋଟା ବେଣୀ — Twisted and plaited straw taken by cartmen for feeding cattle on the way