ବଡ଼ବାଗ୍ନି Baṟḍ̠abāgni

  • ସଂ. ବି. ମ. ପ ଲୋ; ବଡ଼ବାର ମୁଖରୁ ଉତ୍ପନ୍ନ ଅଗ୍ନି) — ସମୁଦ୍ର ଗର୍ଭରୁ ଉତ୍ପିତ ଅଗ୍ନି — Submarine fire or flame
  • ସଂ. ବି. ମ. ପ ଲୋ; ବଡ଼ବାର ମୁଖରୁ ଉତ୍ପନ୍ନ ଅଗ୍ନି) — [ଦ୍ର—ଏ ଅଗ୍ନି ବଡ଼ବା ନାମ୍ନୀ ଦେବୀଙ୍କ ମୁଖରୁ ବହିର୍ଗତ ହେବା ପୁରାଣପ୍ରସିଦ୍ଧ; କିନ୍ତୁ ଏହା ସମୁଦ୍ର ଗର୍ଭସ୍ଥ ଆଗ୍ନେୟଗିରିର ଅଗ୍ନ୍ୟୁତ୍ପାତ ବୋଲି ଅନୁମିତ ହୁଏ।]