ବ୍ୟାହତ Byāhata

  • ସଂ. ବିଣ (ବି+ଆହତ) — ନିଷିଦ୍ଧ; ନିବାରିତ — Prevented; repelled
  • ସଂ. ବିଣ (ବି+ଆହତ) — ବିଫଳୀକୃତ — Made futile; nullified
  • ସଂ. ବିଣ (ବି+ଆହତ) — ଭୀତ — Alarmed
  • ସଂ. ବିଣ (ବି+ଆହତ) — ଦୂରୀକୃତ — Driven away; expelled
  • ସଂ. ବିଣ (ବି+ଆହତ) — ହତାଶ — Despaired
  • ସଂ. ବିଣ (ବି+ଆହତ) — ବାଧାପ୍ରାପ୍ତ — Obstructed; restrained