ବ୍ୟାସିଦ୍ଧ Byāsiddha

  • ସଂ. ବିଣ (ବି+ଆ+ସିଦ୍ଧ) — ନିଷିଦ୍ଧ (ହି. ଶ) — Prohibited
  • ସଂ. ବିଣ (ବି+ଆ+ସିଦ୍ଧ) — ଅବରୁଦ୍ଧ (ହି. ଶ) — Confind
  • ସଂ. ବିଣ (ବି+ଆ+ସିଦ୍ଧ) — ବାଧାପ୍ରାପ୍ତ(ହି. ଶ) — Obstructed