ବ୍ୟାସକ୍ତ Byāsakta

  • ସଂ. ବିଣ. ପୁଂ (ବି+ଆସକ୍ତ) — ଅତ୍ୟାସକ୍ତ — Addicted to; enamoured of doting on
  • ସଂ. ବିଣ. ପୁଂ (ବି+ଆସକ୍ତ) — ସଂଲଗ୍ନ — Attached to; connected with; close to
  • ସଂ. ବିଣ. ପୁଂ (ବି+ଆସକ୍ତ) — ଉଦ୍ଭ୍ରାନ୍ତ — Confused; bewildered