ବ୍ୟାହତତ୍ୱ Byāhatatwa

  • ସଂ. ବି — ଅଳଙ୍କାରଶାସ୍ତ୍ରକ୍ତୋ ଅର୍ଥଦୋଷ ବିଶେଷ — A defect in composition
  • ସଂ. ବି — [ଦ୍ର— ପ୍ରଥମେ କୌଣସି ବିଷୟର ଉତ୍କର୍ଷ ବା ଅପକର୍ଷର ଉଲ୍ଲେଖ କରି, ପରେ ତାର ଅନ୍ଯଥା ପ୍ରତିପାଦନ କଲେ ବ୍ୟାହତତ୍ୱ ଦୋଷ ହୁଏ। ଉଦାହରଣଃ—ଶୁଖିଛି ଚନ୍ଦ୍ରବଦନ, ନିରତେ ନୀର ଲୋଚନ, ତେବେହେଁ ଶୋଭାକୁ ଉପମା ଦେବାକୁ ନାହିଁ ନା ତିନିଭୁବନ, ନାରୀରତନ—ବିଶ୍ୱନାଥ. ବିଚିତ୍ର ରାମାୟଣ।]