ବ୍ୟାସକୂଟ Byāṣakūṭa

  • ସଂ. ବି — ବ୍ୟାସ ଦେବଙ୍କ ରଚିତ ମହାଭାରତୋକ୍ତ ଶ୍ଳୋକମାନଙ୍କ ମଧ୍ୟରୁ ଦୁର୍ବୋଧ୍ୟ ଓ ଅସ୍ପଷ୍ଟ ଶ୍ଳୋକ ଚୟ — Obscure coupletes in the writings of sage Byāsa in the Māhābhārata
  • ସଂ. ବି — ସୀତାହରଣ ପରେ ରାମଚନ୍ଦ୍ର ମାଲ୍ୟବାନ୍ ପର୍ବତରେ ଉଚ୍ଚାରଣ କରିଥିବା କୂଟ ଶ୍ଳୋକ (ହି. ଶବ୍ଦସାଗର) — Some obscure couplets uttered by Rāmachandra immedeately after the forcible removal of Sītā by Rābaṇa