ବ୍ୟାହୃତି Byāhṛuti

  • ସଂ. ବିଣ (ବି+ଆ+ହୃ ଧାତୁ+ଭାବ. ତି) — ଉକ୍ତି; କଥନ — Speech
  • ସଂ. ବିଣ (ବି+ଆ+ହୃ ଧାତୁ+ଭାବ. ତି) — (+ କର୍ମ. ତି)'ଭୁଃ, ଭୁବଃ, ସ୍ୱଃ', ଗାୟତ୍ରୀ ମନ୍ତ୍ରର ଏହି ଅଙ୍ଗ — The syllables Bhūḥ, Bhubaḥ and Swaaḥ in the beginning of the Gāyatrī Vedic formula