ବୈତାଳୀୟ Ba̲i̱tāḻīya
- ସଂ. ବି — ଛନ୍ଦୋବିଶେଷ — A kind of metre
- ସଂ. ବି — [ଦ୍ର—ଏହି ଛନ୍ଦରେ ପ୍ରଥମ ଓ ତୃତୀୟ ପାଦରେ 14 ଟି ଲଘ ବର୍ଣ୍ଣ ଓ ଦ୍ୱିତୀୟ ଏବଂ ଚତୁର୍ଥ ପାଦରେ 16 ଟି ଲଘୁବର୍ଣ୍ଣ; ପ୍ରତ୍ୟେକ ପାଦର ପ୍ରଥମ ଓ ତୃତୀୟ ଅକ୍ଷର ଗୁରୁ ଏବଂ ଦ୍ୱିତୀୟ ଅକ୍ଷର ଲଘୁ।] — [ଦ୍ର—ଏହି ଛନ୍ଦରେ ପ୍ରଥମ ଓ ତୃତୀୟ ପାଦରେ14ଟି ଲଘ ବର୍ଣ୍ଣ ଓ ଦ୍ୱିତୀୟ ଏବଂ ଚତୁର୍ଥ ପାଦରେ16ଟି ଲଘୁବର୍ଣ୍ଣ; ପ୍ରତ୍ୟେକ ପାଦର ପ୍ରଥମ ଓ ତୃତୀୟ ଅକ୍ଷର ଗୁରୁ ଏବଂ ଦ୍ୱିତୀୟ ଅକ୍ଷର ଲଘୁ]