ବୈତସ Ba̲i̱tasa

  • ସଂ. ବିଣ. (ବେତସ+ସମ୍ବନ୍ଧାର୍ଥେ ଅ) — ବେତ ଗଛ ସମ୍ବନ୍ଧୀୟ — Relating to the cane plant
  • ସଂ. ବି — ଅମ୍ଳ ବେତସ ଗୁଳ୍ମ — A kind of sour plant