ବୈଦଗ୍ଧ Ba̲i̱dagdha

  • ସଂ. ବି (ବିଦଗ୍ଧ+ ଭାବେ. ଅ; ଯ) — ରସିକତା — Gallantry; humour; wit; jocularity
  • ସଂ. ବି (ବିଦଗ୍ଧ+ ଭାବେ. ଅ; ଯ) — ଚାତୁରୀ; ପଟୁତା — Cleverness; skill
  • ସଂ. ବି (ବିଦଗ୍ଧ+ ଭାବେ. ଅ; ଯ) — ପାଣ୍ଡିତ୍ୟ — Dexterity; learning;
  • ସଂ. ବି (ବିଦଗ୍ଧ+ ଭାବେ. ଅ; ଯ) — ଭଙ୍ଗୀ; ଛଈ — Dalliance