ବୈଦର୍ଭ Ba̲i̱darbha
- ସଂ. ବିଣ. (ବିଦର୍ଭ=ଦେଶ ବିଶେଷ+ସମ୍ବନ୍ଧାର୍ଥେ ଓ ଭବାର୍ଥେ+ଅ) — ବିଦର୍ଭ ସମ୍ବନ୍ଧୀୟ — Relating to the Bidarbha country
- ସଂ. ବିଣ. (ବିଦର୍ଭ=ଦେଶ ବିଶେଷ+ସମ୍ବନ୍ଧାର୍ଥେ ଓ ଭବାର୍ଥେ+ଅ) — ବିଦର୍ଭ ଦେଶୋତ୍ପନ୍ନ — Produced in the Bidarbha country
- ସଂ. ବି — ବିଦର୍ଭ ରାଜ — The king of the Bidarbha country
- ସଂ. ବି — ଦମୟନ୍ତୀଙ୍କ ପିତା ଭୀମସେନ — The father of Damayantī
- ସଂ. ବି — ବାକ୍ଚାତୁର୍ଯ୍ଯ — Skill in speech; cleverness of speech; Jugglery in speech
- ସଂ. ବି — ଦନ୍ତ ଶୂଳ — Toothache