ବୈଦାନ୍ତିକ Ba̲i̱dāntika

  • ସଂ. ବିଣ (ବେଦାନ୍ତ+ ସମ୍ବନ୍ଧ ଓ ଜ୍ଞାନାର୍ଥ ଇକ) — ବେଦାନ୍ତ ସମ୍ବନ୍ଧୀୟ — Relating to the Bedānta
  • ସଂ. ବି — ବେଦାନ୍ତ ଦର୍ଶନବେତ୍ତା ପଣ୍ଡିତ — A person learned in the Bedānta Philosophy