ବୈତରଣି Ba̲i̱taraṇi
- ସଂ. ବି (ବିଷମ ଅଟେ ତରଣ—ପାର ହେବା ଯହିଁରେ; ବି+ତରଣ+ଈ;+ଇ; କିମ୍ବା ବିତରଣ=ଦାନ+ଇ;+ଈ; ଦାନ ଦ୍ୱାରା ଯାହାକୁ ତରନ୍ତି।) — ଯମ ପୁରୀକୁ ବେଷ୍ଟନ କରିଥିବା ପୌରାଣିକ ନଦୀ — The mythological river surrounding the abode of the departed spirits (corresponding to the Styx of Greek mythology)
- ସଂ. ବି (ବିଷମ ଅଟେ ତରଣ—ପାର ହେବା ଯହିଁରେ; ବି+ତରଣ+ଈ;+ଇ; କିମ୍ବା ବିତରଣ=ଦାନ+ଇ;+ଈ; ଦାନ ଦ୍ୱାରା ଯାହାକୁ ତରନ୍ତି।) — [ଦ୍ର—ଏହାର ଜଳ ରୁଧିରମୟ, ତପ୍ତ, ଦୁର୍ଗନ୍ଧ ଓ ଅସ୍ଥିକଙ୍କାଳ ସମନ୍ୱିତ। ମୃତ୍ୟୁ ପୂର୍ବରୁ ଗୋଦାନ ଦେଲେ ସେହି ଗୋରୁର ଲାଙ୍ଗୁଡ଼ ଧରି ଏ ମୃତ ବ୍ୟ୍ୟକ୍ତିର ପ୍ରେତ ନଦୀକୁ ପାରି ହୁଏ ବୋଲି ପୁରାଣରେ ଲେଖା ଅଛି।]
- ସଂ. ବି (ବିଷମ ଅଟେ ତରଣ—ପାର ହେବା ଯହିଁରେ; ବି+ତରଣ+ଈ;+ଇ; କିମ୍ବା ବିତରଣ=ଦାନ+ଇ;+ଈ; ଦାନ ଦ୍ୱାରା ଯାହାକୁ ତରନ୍ତି।) — ଉତ୍କଳର ନଦୀ ବିଶେଷ — Name of a river in Orissa
- ସଂ. ବି (ବିଷମ ଅଟେ ତରଣ—ପାର ହେବା ଯହିଁରେ; ବି+ତରଣ+ଈ;+ଇ; କିମ୍ବା ବିତରଣ=ଦାନ+ଇ;+ଈ; ଦାନ ଦ୍ୱାରା ଯାହାକୁ ତରନ୍ତି।) — [ଦ୍ର—ଯାଜପୁର ଏହି ନଦୀ କୂଳରେ ଅବସ୍ଥିତ; ଏହା କେନ୍ଦୁଝରର ଗୋନାସିକା ପର୍ବତରୁ ବାହାରି ବଙ୍ଗୋପ— ସାଗରରେ ପଡ଼ିଅଛି।]
- ଦେ. ବି — ମୃତ୍ୟୁ ପରେ ମୃତ ବ୍ୟକ୍ତିର ପ୍ରେତ ବିନା କଷ୍ଟରେ ତପ୍ତା ବୈତରଣୀ ନଦୀକୁ ପାରି ହେବା ଉଦ୍ଦେଶ୍ୟରେ ମୃତ୍ୟୁ ପୂର୍ବରୁ ଦିଆଯିବା ଗୋଦାନ ଆଦି — Gift of cows etc given by a dying person with a view to safely cross the Ba̲i̱taraṇī river after death