ବୈଣିକ Ba̲i̱ṇika

  • ସଂ. ବିଣ. ପୁଂ (ବୀଣା+ବାଦନ ଅର୍ଥେ ଇକ) — ବୀଣା ସମ୍ବନ୍ଧୀୟ — Relating to harp
  • ସଂ. ବି. ପୁଂ — ବୀଣା ବାଦକ — Harper
  • ସଂ. ବି. ପୁଂ — ନାରଦ ମୁନି — Sage Nārada