ବୈତାଳ Ba̲i̱tāḻa

  • ସଂ. ବି (ବି=ବିବିଧ+ତାଳ=ବାଦ୍ୟାଦିର ଲୟ+ଅ) — ସ୍ତୁତି ପାଠକ; ଭାଟ; ଯେଉଁମାନେ ପ୍ରଭାତ କାଳରେ ମଙ୍ଗଳ ଗାନ କରି ରାଜାଙ୍କର ନିଦ୍ରା ଭଙ୍ଗ କରନ୍ତି — A herald; ministrel; a bard who awakens a king by singing songs in the morning
  • ସଂ. ବି (ବି=ବିବିଧ+ତାଳ=ବାଦ୍ୟାଦିର ଲୟ+ଅ) — ଗାରିଡ଼ି ବିଦ୍ଯା ସାଧକ; ବାଜିଗର; ବେତାଳ ସାଧନ କରିଥିବା ବ୍ୟକ୍ତି; କୁହୁକୀ — A conjurer; magician
  • ସଂ. ବିଣ — ବେତାଳ ସମ୍ବନ୍ଧୀୟ — Relating to Betāḻa (See)
  • ଦେ. ବି — ବୋଇତାଳ ସମ୍ବନ୍ଧୀୟ — ବୋଇତାଳସମ୍ବନ୍ଧୀୟ—Boitāḻa (See)