ବୈତଂଶିକ Ba̲i̱tamṡika

  • ସଂ. ବି. ପୁଂ (ବିତଂଶ=ଜାଲ+ଜୀବିକା ଅର୍ଥରେ ଇକ) — ଯେ ଜାଲଦ୍ୱାରା ଜୀବିକା ନିର୍ବାହ କରେ — A trapper; a person who catches animals with nets
  • ସଂ. ବି. ପୁଂ (ବିତଂଶ=ଜାଲ+ଜୀବିକା ଅର୍ଥରେ ଇକ) — ମାଂସ ବିକ୍ରୟୀ; ଯେ ପଶୁ— ପକ୍ଷୀଙ୍କର ମାଂସ ବିକ୍ରୟ କରେ (ପ୍ରକୃତିବାଦ) — A trader in meat