ବୈଗୁଣ୍ୟ Ba̲i̱guṇya

  • ସଂ. ବି (ବିଗୁଣ+ ଭାବ. ଯ) — ବିଗୁଣତା; ଗୁଣରାହିତ୍ୟ; ବିକୃତତା — Derangement; deterioration
  • ସଂ. ବି (ବିଗୁଣ+ ଭାବ. ଯ) — ଅପରାଧ; ଦୋଷ — Fault; guilt
  • ସଂ. ବି (ବିଗୁଣ+ ଭାବ. ଯ) — ନୀଚତା — Inferiority; meanness; lowness
  • ସଂ. ବି (ବିଗୁଣ+ ଭାବ. ଯ) — ବିଭକ୍ତି; ଅପ୍ରସନ୍ନତା — Displeasure; annoyance
  • ସଂ. ବି (ବିଗୁଣ+ ଭାବ. ଯ) — ତ୍ରୁଟି — Defect
  • ସଂ. ବି (ବିଗୁଣ+ ଭାବ. ଯ) — ଦୁଃଖ — Grief; sorrow