ବୈକୃତ Ba̲i̱kṛuta
- ସଂ. ବି (ବିକୃତ+ଭାବାର୍ଥେ. ଅ) — ବିକୃତତ୍ୱ; କାୟିକ ବା ମାନସିକ ବିକାର — The state of deterioration
- ସଂ. ବି (ବିକୃତ+ଭାବାର୍ଥେ. ଅ) — ସ୍ଥାବରାଦି ସୃଷ୍ଟି — The material creation
- ସଂ. ବି (ବିକୃତ+ଭାବାର୍ଥେ. ଅ) — [ଉ—ପ୍ରାକୃତ ବୈକୃତ ସଂସାର, ମହତ ସ୍ଥାନର ସଞ୍ଚାର। ଜଗନ୍ନାଥ. ଭାଗବତ।]